/odisha-reporter/media/post_attachments/uploads/2021/11/hqdefault-1-1.jpg)
hqdefault (1) (1)
ଦୀପାବଳିରେ ଦେଲେ ହୋଲିର ଶୁଭେଚ୍ଛା । ହାପି ହୋଲି ପୋଷ୍ଟ ନେଇ ସୋସିଆଲ ମିଡିଆରେ ହେଉଛି ଟ୍ରୋଲ୍ । ପାକିସ୍ତାନ ସିନ୍ଧ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ଟ୍ୱିଟ୍ । ସାରା ଭାରତରେ ଆଲୋକର ପର୍ବ ଦୀପାବଳୀକୁ ନେଇ ସମସ୍ତେ ଉଲ୍ଲାସିତ ଥିବା ବେଳେ ସୋସିଆଲ ମିଡିଆରେ ନେତା, ମନ୍ତ୍ରୀ ସମସ୍ତେ ଶୁଭେଚ୍ଛା ଢାଳି ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
