ଦେଶ news ଭୋଟ ବାକ୍ସ ଖୋଲା ମେଲା ଏହି ଭିଜ୍ୟୁଆଲ ଚୌଦ୍ୱାରର। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଟାଙ୍ଗି-ଚୌଦ୍ୱାର ବ୍ଲକ ଗରୁଡଗାଁ ୧୧ ନମ୍ବର ବୁଥରେ। ପ୍ରିଜାଇଡିଂ ଅଫିସର ଘେରିଛନ୍ତି ସ୍ଥାନୀୟ ଲୋକେ। ଭୋଟ ବାକ୍ସ ଛାଡିବୁନି। ବଦଳାଅ ଦାବିରେ ପୁରା ଏକାଠି ହୋଇଛନ୍ତି ଲୋକେ। Pujarani Nayak 23 Feb 2022 15:31 IST dsarwsଏହି ଭିଜ୍ୟୁଆଲ ଚୌଦ୍ୱାରର। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଟାଙ୍ଗି-ଚୌଦ୍ୱାର ବ୍ଲକ ଗରୁଡଗାଁ ୧୧ ନମ୍ବର ବୁଥରେ। ପ୍ରିଜାଇଡିଂ ଅଫିସର ଘେରିଛନ୍ତି ସ୍ଥାନୀୟ ଲୋକେ। ଭୋଟ ବାକ୍ସ ଛାଡିବୁନି। ବଦଳାଅ ଦାବିରେ ପୁରା ଏକାଠି ହୋଇଛନ୍ତି ଲୋକେ।Advertisment Odisha Reporter Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ