କରୋନା ବଦଳାଇଦେଲା କଳାକାରଙ୍କ ବୃତ୍ତି

ମହାମାରୀ କରୋନା ଅନେକଙ୍କ ଜୀବନ ଜିବୀକାକୁ ପରିବର୍ତ୍ତନ କରିଛି । କରୋନା ଲାଗି ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଯାତ୍ରା କଳାକାର । ତେବେ କରୋନା କିପରି ଯାତ୍ରା କଳାକାର ମନୋରମା ଓ ମନୋଜଙ୍କ ଜିବୀକାକୁ ପରିବର୍ତ୍ତନ କରିଦେଇଛି ଦେଖନ୍ତୁ ଏହି ଭିଡିଓରେ ।