Advertisment

'ପାଣ୍ଡିଆନ ମୁଖ୍ୟମନ୍ତ୍ରୀ, ନବୀନ ଧୃତରାଷ୍ଟ୍ର ଭଳି'

ଏମିତି କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।ଚାଷୀ ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ଗାନ୍ଧି ମାର୍ଗରେ ଚାଲିଥିବା ବିଜେପିର ସତ୍ୟାଗ୍ରହରେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ସିଧାସଳଖ ନିଶାନା କରିଛନ୍ତି। ଦୁଷ୍କର୍ମ, ଦୁର୍ନୀତି, ଦାଦାଗିରିରେ ସରକାର ଜନକୀ ସରକାରଙ୍କୁ ବି ଟପି ଯାଇଛନ୍ତି ବୋଲି ସେ କହିଛନ୍ତି।

jual

Naveen Patnaik Vk Pandian Jual Oram Dhrutarastra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe