Advertisment

ବାପା… କାଲିଠୁ ମୁଁ ସ୍କୁଲ ଯିବିନି

ବାପା.. ବାପା ତମେ ଜାଣିଛ.. ଆମ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ନାହାନ୍ତି। ପାଠ ପଢ଼ା ବି ଠିକ ସେ ହେଉନି। ଆଲୋ ମା, ଆମେ ତ ଗରିବ ଲୋକେ, ଖଟିଲେ ଖାଇବା। ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ାଇବାକୁ ଆମ ପାଖରେ ଏତେ ଟଙ୍କା କାହିଁ? ସରକାର କହିଲେ, ସରକାରୀ ସ୍କୁଲରେ ଭଲ ପାଠ ପଢ଼ା ହେବ। ତୁ କହୁଛୁ, ଶିକ୍ଷକ ନାହାନ୍ତି, ଏକଥା ଶୁଣି ମୋତେ ବି ଆଶ୍ଚର୍ଯ୍ୟ ଲାଗୁଛି।

ବାପା… କାଲିଠୁ ମୁଁ ସ୍କୁଲ ଯିବିନି

school

Advertisment

ବାପା.. ବାପା ତମେ ଜାଣିଛ.. ଆମ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ନାହାନ୍ତି। ପାଠ ପଢ଼ା ବି ଠିକ ସେ ହେଉନି। ଆଲୋ ମା, ଆମେ ତ ଗରିବ ଲୋକେ, ଖଟିଲେ ଖାଇବା। ପ୍ରାଇଭେଟ୍ ସ୍କୁଲରେ ପାଠ ପଢ଼ାଇବାକୁ ଆମ ପାଖରେ ଏତେ ଟଙ୍କା କାହିଁ? ସରକାର କହିଲେ, ସରକାରୀ ସ୍କୁଲରେ ଭଲ ପାଠ ପଢ଼ା ହେବ। ତୁ କହୁଛୁ, ଶିକ୍ଷକ ନାହାନ୍ତି, ଏକଥା ଶୁଣି ମୋତେ ବି ଆଶ୍ଚର୍ଯ୍ୟ ଲାଗୁଛି।

Advertisment

Odisha Govt School No Teacher School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe