Advertisment

‘ବାପା ଶୀଘ୍ର ଚାଲ ରଥଯାତ୍ରା ସରିଯିବ’

ଅନେକ କଥା କହୁଛି, ଏଇ ଫଟୋଟି। ଛୋଟ ବେଳେ ବାପାଙ୍କ କାନ୍ଧରେ ବସି ଯାନିଯାତ୍ରା ବୁଲିଯିବାର ମଜା ନିଆରା। ବାପାଙ୍କ କାନ୍ଧରେ ବସି ଏକଥା କହିଥିବେ ନିଶ୍ଚିତ, ରଥଯାତ୍ରା ଆରମ୍ଭ ହୋଇଗଲାଣି। ଆମେ କେତେବେଳେ ପହଞ୍ଚିବା ବାପା, ଟିକେ ଶୀଘ୍ର ଚାଲ।

author-image
Debendra Prusty
‘ବାପା ଶୀଘ୍ର ଚାଲ ରଥଯାତ୍ରା ସରିଯିବ’

bapa

ଅନେକ କଥା କହୁଛି, ଏଇ ଫଟୋଟି। ଛୋଟ ବେଳେ ବାପାଙ୍କ କାନ୍ଧରେ ବସି ଯାନିଯାତ୍ରା ବୁଲିଯିବାର ମଜା ନିଆରା। ବାପାଙ୍କ କାନ୍ଧରେ ବସି ଏକଥା କହିଥିବେ ନିଶ୍ଚିତ, ରଥଯାତ୍ରା ଆରମ୍ଭ ହୋଇଗଲାଣି। ଆମେ କେତେବେଳେ ପହଞ୍ଚିବା ବାପା, ଟିକେ ଶୀଘ୍ର ଚାଲ।

Advertisment

Ratha Yatra Puri Car Festival