Advertisment

ସୌମ୍ୟଙ୍କ ପାଇଁ ମୁହଁ ଖୋଲି ଟାର୍ଗେଟରେ ପାରଳାଖେମୁଣ୍ଡି ବିଧାୟକ

ସୌମ୍ୟଙ୍କ ପାଇଁ ମୁହଁ ଖୋଲି ଟାର୍ଗେଟରେ ପାରଳାଖେମୁଣ୍ଡି ବିଧାୟକ। ବିଧାୟକଙ୍କୁ ଦିଆଗଲା ବାଲି ମାଫିଆର ଆଖ୍ୟା। ଶାସକ ଦଳର କିଛି କର୍ମୀ ବିଧାୟକଙ୍କୁ ବଦନାମ କରିବାକୁ କରୁଛନ୍ତି ଷଡ଼ଯନ୍ତ୍ର। ସୌମ୍ୟଙ୍କ ମୃତ୍ୟୁ ମାମଲା ଚାପିକୁ ଶାସକ ଦଳ କରୁଛି କି ଉଦ୍ୟମ ? ଡିଏଫଓଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି କି ସରକାରୀ କଳ ? ଯଦି କରୁଛି କାହା ନିର୍ଦ୍ଦେଶରେ କରୁଛି ?

author-image
Manasi Mohapatra
ଅଦ୍ୟତନ ହୋଇଛି
ସୌମ୍ୟଙ୍କ ପାଇଁ ମୁହଁ ଖୋଲି ଟାର୍ଗେଟରେ ପାରଳାଖେମୁଣ୍ଡି ବିଧାୟକ

maxresdefault (3) (1)

ସୌମ୍ୟଙ୍କ ପାଇଁ ମୁହଁ ଖୋଲି ଟାର୍ଗେଟରେ ପାରଳାଖେମୁଣ୍ଡି ବିଧାୟକ। ବିଧାୟକଙ୍କୁ ଦିଆଗଲା ବାଲି ମାଫିଆର ଆଖ୍ୟା। ଶାସକ ଦଳର କିଛି କର୍ମୀ ବିଧାୟକଙ୍କୁ ବଦନାମ କରିବାକୁ କରୁଛନ୍ତି ଷଡ଼ଯନ୍ତ୍ର। ସୌମ୍ୟଙ୍କ ମୃତ୍ୟୁ ମାମଲା ଚାପିକୁ ଶାସକ ଦଳ କରୁଛି କି ଉଦ୍ୟମ ? ଡିଏଫଓଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି କି ସରକାରୀ କଳ ? ଯଦି କରୁଛି କାହା ନିର୍ଦ୍ଦେଶରେ କରୁଛି ?

Advertisment

Odisha Reporter Soumya Death Case Paralakhemundi