ମୋବାଇଲରେ ଛୁଆଙ୍କ ଖେଳ, ବାପାମା’ଙ୍କ ପାଇଁ ସାଜିଛି କାଳ

ମୋବାଇଲରେ ଛୁଆଙ୍କ ଖେଳ ବାପା ମାଙ୍କ ପାଇଁ ସାଜିଛି କାଳ। ଛୁଆ ମୋବାଇଲରେ ଗେମ୍ ଖେଳୁଛନ୍ତି, କିନ୍ତୁ ଅଜାଣତରେ ବାପାମାଙ୍କ ଆକାଉଣ୍ଟ ଲୁଟ୍ ହେଉଛି।