ମୋ ଜିତୁକୁ 4 ଜଣ ନେଇଯାଇଛନ୍ତି

ଆଗରୁ ଫୁଲ ପାଇଁ ଜାଇଥିଲା କେହି ଜଣେ ରୁମାଲ ପକେଇ ନେଇଯାଇଥିଲା କିନ୍ତୁ ସେବେ ମୋ ଜିତୁ ଫେରି ଆସିଥିଲା ଏଥର ଆସୁନି। ଏଭଳି କହି ନିଖୋଜ ପୁଅକୁ ଝୁରି ହେଉଛନ୍ତି ବାପା ମା