Advertisment

ପାର୍ଟି ପାଇଁ ମାଟି ସହ ପାପ !

ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ଦଳର ନିଷ୍ପତି ଅନୁସାରେ ଭୋଟ୍ ଦେବୁ ବୋଲି ଖୋଲାଖୋଲି କ୍ୟାମେରା ଆଗରରେ କହିଛନ୍ତି ଓଡ଼ିଶାର ଏକାଧିକ ବିଧାୟକ। ଅର୍ଥାତ୍ ଓଡ଼ିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ବଦଳରେ, ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ୍ ସିହ୍ନାଙ୍କୁ ଭୋଟ୍ ଦେବା କଥା ହୁଏତ, କହୁଛନ୍ତି ଓଡ଼ିଶାର କଂଗ୍ରେସ ବିଧାୟକ। ଯଦି ମାଟିର ଝିଅକୁ ଅଣଦେଖା କରି ପାର୍ଟିର ନିଷ୍ପତିରେ ଓଡ଼ିଶାର କଂଗ୍ରେସ ବିଧାୟକ ଭୋଟ୍ ଦିଅନ୍ତି, ତେବେ କ୍ଷମା କରିବ ତ’ ଓଡ଼ିଶା ?

author-image
Debendra Prusty
ପାର୍ଟି ପାଇଁ ମାଟି ସହ ପାପ !

odisha congress

ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ଦଳର ନିଷ୍ପତି ଅନୁସାରେ ଭୋଟ୍ ଦେବୁ ବୋଲି ଖୋଲାଖୋଲି କ୍ୟାମେରା ଆଗରରେ କହିଛନ୍ତି ଓଡ଼ିଶାର ଏକାଧିକ ବିଧାୟକ। ଅର୍ଥାତ୍ ଓଡ଼ିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ବଦଳରେ, ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ୍ ସିହ୍ନାଙ୍କୁ ଭୋଟ୍ ଦେବା କଥା ହୁଏତ, କହୁଛନ୍ତି ଓଡ଼ିଶାର କଂଗ୍ରେସ ବିଧାୟକ। ଯଦି ମାଟିର ଝିଅକୁ ଅଣଦେଖା କରି ପାର୍ଟିର ନିଷ୍ପତିରେ ଓଡ଼ିଶାର କଂଗ୍ରେସ ବିଧାୟକ ଭୋଟ୍ ଦିଅନ୍ତି, ତେବେ କ୍ଷମା କରିବ ତ’ ଓଡ଼ିଶା ?

Advertisment

Draupadi Murmu Odisha Congress Politics