ମା’ ମୁଁ ସରପଞ୍ଚ କହୁଛି

ମା’ ମୁଁ ତୁମ ସରପଞ୍ଚ କହୁଛି ..ତୁମ ଗାଁ’କୁ ମୁଁ ଚାଉଳ ନେଇକି ଆସିଛି ..ଆଜିଠୁ ତୁମର ସବୁ ସୁବିଧା ଅସୁବିଧା ମୁଁ ଦେଖିବି …ଘରକୁ ଘର ବୁଲୁଛନ୍ତି ଗାଁ ସରପଞ୍ଚ , ନିର୍ବାଚନ ବେଳେ ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ, ମତେ ଭୋଟ ଦେଲେ ମୁ ଆପଣଙ୍କ ସେବା କରିବି ଏବେ ବିଜୟ ପରେ ନିଜ ପ୍ରତିଶୃତି ପାଳନ କରୁଛନ୍ତି ସରପଞ୍ଚ