/odisha-reporter/media/post_attachments/uploads/2022/03/c.jpg)
c
ମା' ମୁଁ ତୁମ ସରପଞ୍ଚ କହୁଛି ..ତୁମ ଗାଁ'କୁ ମୁଁ ଚାଉଳ ନେଇକି ଆସିଛି ..ଆଜିଠୁ ତୁମର ସବୁ ସୁବିଧା ଅସୁବିଧା ମୁଁ ଦେଖିବି ...ଘରକୁ ଘର ବୁଲୁଛନ୍ତି ଗାଁ ସରପଞ୍ଚ , ନିର୍ବାଚନ ବେଳେ ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ, ମତେ ଭୋଟ ଦେଲେ ମୁ ଆପଣଙ୍କ ସେବା କରିବି ଏବେ ବିଜୟ ପରେ ନିଜ ପ୍ରତିଶୃତି ପାଳନ କରୁଛନ୍ତି ସରପଞ୍ଚ
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
