Advertisment

ମା' ମୁଁ ସରପଞ୍ଚ କହୁଛି

ମା’ ମୁଁ ତୁମ ସରପଞ୍ଚ କହୁଛି ..ତୁମ ଗାଁ’କୁ ମୁଁ ଚାଉଳ ନେଇକି ଆସିଛି ..ଆଜିଠୁ ତୁମର ସବୁ ସୁବିଧା ଅସୁବିଧା ମୁଁ ଦେଖିବି …ଘରକୁ ଘର ବୁଲୁଛନ୍ତି ଗାଁ ସରପଞ୍ଚ , ନିର୍ବାଚନ ବେଳେ ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ, ମତେ ଭୋଟ ଦେଲେ ମୁ ଆପଣଙ୍କ ସେବା କରିବି ଏବେ ବିଜୟ ପରେ ନିଜ ପ୍ରତିଶୃତି ପାଳନ କରୁଛନ୍ତି ସରପଞ୍ଚ

ମା' ମୁଁ ସରପଞ୍ଚ କହୁଛି

c

Advertisment

ମା' ମୁଁ ତୁମ ସରପଞ୍ଚ କହୁଛି ..ତୁମ ଗାଁ'କୁ ମୁଁ ଚାଉଳ ନେଇକି ଆସିଛି ..ଆଜିଠୁ ତୁମର ସବୁ ସୁବିଧା ଅସୁବିଧା ମୁଁ ଦେଖିବି ...ଘରକୁ ଘର ବୁଲୁଛନ୍ତି ଗାଁ ସରପଞ୍ଚ , ନିର୍ବାଚନ ବେଳେ ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ, ମତେ ଭୋଟ ଦେଲେ ମୁ ଆପଣଙ୍କ ସେବା କରିବି ଏବେ ବିଜୟ ପରେ ନିଜ ପ୍ରତିଶୃତି ପାଳନ କରୁଛନ୍ତି ସରପଞ୍ଚ

Advertisment

Odisha Reporter Patnagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe