ନ୍ୟାୟ ଅପେକ୍ଷାରେ ରିମାରାଣୀ

ପାଟଣାଗଡ ପାର୍ସଲ ବୋମା ଘଟଣାକୁ ଏହା ଭିତରେ 3 ବର୍ଷ ବିତିଲାଣି। କିନ୍ତୁ ଏ ଯାଏଁ ତାଙ୍କ ନ୍ୟାୟ ମିଳିପାରିନାହିଁ। ତେବେ 3 ବର୍ଷ ହେଲା ରିମା କେମିତି ଅଛନ୍ତି ଦେଖନ୍ତୁ ଏହି ରିପୋର୍ଟରେ।