‘ନ ଦେଇଥିଲେ ବି ଚଳିଥାନ୍ତା’

ପଦ ଦେଇଥିଲେ କାର୍ଯ୍ୟ କରିଛି, ପଦ ନ ଦେଇଥିଲେ ବି ମୁଁ କାମ କରିଆସିଛି। ଦଳ ପାଇଁ କାମ କରିବାରେ ମୁଁ ଅବହେଳା କରିନି। ଦଳ ଯେତେବେଳେ ଯେଉଁ ପଦ ଦେଇଛି ସେହି କାମ ମୁଁ କରିଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ।