ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ପଦ ଦେଇଥିଲେ କାର୍ଯ୍ୟ କରିଛି, ପଦ ନ ଦେଇଥିଲେ ବି ମୁଁ କାମ କରିଆସିଛି। ଦଳ ପାଇଁ କାମ କରିବାରେ ମୁଁ ଅବହେଳା କରିନି। ଦଳ ଯେତେବେଳେ ଯେଉଁ ପଦ ଦେଇଛି ସେହି କାମ ମୁଁ କରିଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।