Advertisment

କ୍ଷମା ବିନ୍ଦୁଙ୍କ ପରେ କନିସ୍କା ସୋନି

କ୍ଷମା ଵିନ୍ଦୁଙ୍କ ପରେ ‘ଦିୟା ଔର୍ ବାତୀ’ ଫେମ୍ ଅଭିନେତ୍ରୀ କନିଷ୍କା ସୋନି ଏବେ ଚର୍ଚ୍ଚାରେ। କିଛି ଦିନ ତଳେ କନିଷ୍କା ଏକ ପୋଷ୍ଟ୍ କରିଥିଲେ, ଯେଉଁଥିରେ ସେ ମଥାରେ ସିନ୍ଦୁର ଏବଂ ଗଳାରେ ମଙ୍ଗଳସୂତ୍ର ପିନ୍ଧିଥିବାର ଦେଖା ଯାଇଥିଲା। ଏଥି ସହିତ ସେ କ୍ୟାପସନ ଲେଖିଥିଲେ ଯେ ‘ସେ ନିଜକୁ ନିଜେ ବିବାହ କରିଛନ୍ତି ଏବଂ ତାଙ୍କୁ ଜୀବନରେ କୌଣସି ପୁରୁଷର ଆବଶ୍ୟକତା ନାହିଁ’।

author-image
Sonali Kabi
କ୍ଷମା ବିନ୍ଦୁଙ୍କ ପରେ କନିସ୍କା ସୋନି

sologamy

କ୍ଷମା ଵିନ୍ଦୁଙ୍କ ପରେ 'ଦିୟା ଔର୍ ବାତୀ’ ଫେମ୍ ଅଭିନେତ୍ରୀ କନିଷ୍କା ସୋନି ଏବେ ଚର୍ଚ୍ଚାରେ। କିଛି ଦିନ ତଳେ କନିଷ୍କା ଏକ ପୋଷ୍ଟ୍ କରିଥିଲେ, ଯେଉଁଥିରେ ସେ ମଥାରେ ସିନ୍ଦୁର ଏବଂ ଗଳାରେ ମଙ୍ଗଳସୂତ୍ର ପିନ୍ଧିଥିବାର ଦେଖା ଯାଇଥିଲା। ଏଥି ସହିତ ସେ କ୍ୟାପସନ ଲେଖିଥିଲେ ଯେ ‘ସେ ନିଜକୁ ନିଜେ ବିବାହ କରିଛନ୍ତି ଏବଂ ତାଙ୍କୁ ଜୀବନରେ କୌଣସି ପୁରୁଷର ଆବଶ୍ୟକତା ନାହିଁ’।

Advertisment

Actress Sologamy Pavitra Rishta Kanishka Soni