archana fir
Advertisment
ଟଙ୍କା ଦିଅ ନହେଲେ ପିସ ପିସ କରିଦେବି। ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ। ଏଥିସହିତ ପୂରା ବରବାଦ କରିଦେବାର ଧମକ ବି ମିଳୁଥିଲା। ନିଜେ ଅର୍ଚ୍ଚନା କୁଆଡ଼େ ସାମ୍ନାସାମ୍ନି ବସି ଏଭଳି କହୁଥିଲେ। ଏଭଳି ଅଭିଯୋଗ କରି ଅର୍ଚ୍ଚନାଙ୍କ ପେଡ଼ି ଖୋଲିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us