‘ପେମେଣ୍ଟ କଟୁଛି ଚାଲାଣ ମିଳୁନି’

ଲୋକେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଆବେଦନ କଲେ ପେମେଣ୍ଟ କଟୁଛି ଚାଲାଣ ମିଳୁନଥିବା ଅଭିଯୋଗ ହୋଇଛି।