ଟଙ୍କା ମାଗୁଛନ୍ତି ନିରଞ୍ଜନ !

ଅସୁସ୍ଥତାରୁ ଅସହାୟ ହୋଇପଡ଼ିଲେ କି ପିସିସି ଚିଫ୍ ! କୋଟି କୋଟି ଟଙ୍କାର ମାଲିକଙ୍କ ପାଖରେ ଟଙ୍କା ନାହିଁ କି ! ନା ମନ ଉଣା କରିଛନ୍ତି ରାଜ୍ୟ ହାତପାର୍ଟି ମଙ୍ଗୁଆଳ ଏକଥା ଆମେ ନୁହେଁ ପ୍ରଦେଶ କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ ରିଲିଜ୍ ହୋଇଥିବା ପ୍ରେସ ନୋଟ ସ୍ପଷ୍ଟ କରିଛି । ଦେଖନ୍ତୁ ଏହି ରିପୋର୍ଟ