‘ଆକାଶ ମାର୍ଗରେ ବୁଲିଲେ ଲୋକଙ୍କ ଦୁଃଖ ଯିବନି’

”ଖାଲି ଆକାଶ ମାର୍ଗରେ ବୁଲିଲେ ଲୋକଙ୍କ ଦୁଃଖ ଦୂର ହୋଇଯିବନି । ଲୋକଙ୍କୁ ଉପଯୁକ୍ତ ସେବା ଦରକାର”  ଦେଖନ୍ତୁ ଏନେଇ କଣ କହିଛନ୍ତି ପିସିସି ସଭାପତି।