Advertisment

ଡଙ୍ଗର ଡାକୁଛି ଆ'

ଏଠି ମେଘ ଛୁଆଁରେ ମତୁଆଲା ହେବାକୁ ସତେ ଅବା ଡାକୁଛି ଡଙ୍ଗର। ସବୁଜିମା ଭିତରେ ଅପେକ୍ଷା କରି ରହିଛି ପାହାଡ଼ ଚଢ଼ାର ସୁଯୋଗ। ପୁଣି ଆଶୀର୍ବାଦର ଓଢ଼ଣି ଟାଣି ବସିଛି ମା’ ମାହେଶ୍ୱରୀଙ୍କ ଆସ୍ଥାନ। ଆପଣଙ୍କୁ ଏଥର ଦେଖାଇବୁ ବୌଦ୍ଧ ଜିଲ୍ଲାର ପଞ୍ଚରାସ୍ଥିତ ମା’ ମାହେଶ୍ୱରୀଙ୍କ ଚୂଡ଼ାଖାଇ ଯାତ୍ରା ଡଙ୍ଗର।

ଡଙ୍ଗର ଡାକୁଛି ଆ'

dangara

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe