Advertisment

ଏସସିବି ନାଁ ଶୁଣିଲେ ଲୋକେ ହସୁଛନ୍ତି!

ନବ ଦାସ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନା ଆମେରିକାର? ରୋଗୀ ଜୀବନ ମାଗୁଛନ୍ତି, ହକ୍ ମାଗୁଛନ୍ତି। ହସ୍ପିଟାଲରେ ଚିକିତ୍ସା ବଦଳରେ ମନ୍ତ୍ରୀଙ୍କ ଘର ଆଗରେ ଦେଲେ ଧାରଣା। ଚିନ୍ତା କରନ୍ତୁ, ମରୁଭୂମିରେ ପାଣି ନହେଲେ ଜୀବନ ଚାଲିଯିବ ଅଥଚ ସାମ୍ନାରେ ପାଣି ଥାଇ ଆପଣଙ୍କୁ ନମିଳିବ।

author-image
Debendra Prusty
ଏସସିବି ନାଁ ଶୁଣିଲେ ଲୋକେ ହସୁଛନ୍ତି!

naba

ନବ ଦାସ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନା ଆମେରିକାର? ରୋଗୀ ଜୀବନ ମାଗୁଛନ୍ତି, ହକ୍ ମାଗୁଛନ୍ତି। ହସ୍ପିଟାଲରେ ଚିକିତ୍ସା ବଦଳରେ ମନ୍ତ୍ରୀଙ୍କ ଘର ଆଗରେ ଦେଲେ ଧାରଣା। ଚିନ୍ତା କରନ୍ତୁ, ମରୁଭୂମିରେ ପାଣି ନହେଲେ ଜୀବନ ଚାଲିଯିବ ଅଥଚ ସାମ୍ନାରେ ପାଣି ଥାଇ ଆପଣଙ୍କୁ ନମିଳିବ।

Advertisment

Naba Das Odisha Health Scb Medical