ଚା’ ଖଟିରେ ପଦ୍ମପୁର ଚର୍ଚ୍ଚା

ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ତିନି ପ୍ରମୁଖ ଦଳ ବିଜୟ ଆଶାରେ ଲାଗି ପଡ଼ିଛନ୍ତି। ପଦ୍ମପୁର ଜନତା କାହାକୁ ଭୋଟ ଦେବେ ସେନେଇ ଚର୍ଚ୍ଚା କରୁଛନ୍ତି ଜନତା।