Advertisment

ବିଜେଡିର ମନ୍ତ୍ରୀ, ବିଧାୟକଙ୍କୁ ଘେରିଲେ ଗାଁ ଲୋକେ

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଧାୟକ ଦେବୀ ମିଶ୍ରଙ୍କୁ ରାସ୍ତାରେ ଘେରିଗଲେ ଗାଁ ଲୋକେ। ନରସିଂହପୁର ବ୍ଲକ ନୂଆପଟଣା ପଂଚାୟତରେ ଉନ୍ନୟନମୂଳକ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ଦେବୀ ମିଶ୍ରଙ୍କୁ ବିରୋଧ କଲେ ସରପଞ୍ଚ ଓ ଗ୍ରାମବାସୀ।

atanu

Odisha Reporter Debi Mishra BjD Atanu Sabyasachi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe