Advertisment

ବସଷ୍ଟାଣ୍ଡ ଦେଖି ଲୋକେ ହସୁଛନ୍ତି

ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ୍। ରାତି ପାହିଲେ ହଜାର ହଜାର ଯାତ୍ରୀଙ୍କ ଭିଡ଼ ଲାଗେ। କିନ୍ତୁ ବରମୁଣ୍ଡା ବସଷ୍ଟାଣ୍ଡର ଅବସ୍ଥା ଦେଖି ଏବେ ଯାତ୍ରୀମାନେ ହସୁଛନ୍ତି। ସରକାର କହିଲେ, ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ହେବ। ଚଳିତ ବର୍ଷ ଜୁନ ମାସ ସୁଦ୍ଧା କାମ ଶେଷ ହେବ। ଯାହାଫଳରେ ଯାତ୍ରୀମାନେ ସମସ୍ତ ସୁବିଧା ପାଇପାରିବେ। କିନ୍ତୁ ଏଇ ଦୃଶ୍ୟ ଦେଖନ୍ତୁ, ଜୁନ ମାସ ଶେଷ ହେବାକୁ ବସିଲାଣି ତଥାପି କାମ ସରିନି।

ବସଷ୍ଟାଣ୍ଡ ଦେଖି ଲୋକେ ହସୁଛନ୍ତି

baramunda

Advertisment

ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ୍। ରାତି ପାହିଲେ ହଜାର ହଜାର ଯାତ୍ରୀଙ୍କ ଭିଡ଼ ଲାଗେ। କିନ୍ତୁ ବରମୁଣ୍ଡା ବସଷ୍ଟାଣ୍ଡର ଅବସ୍ଥା ଦେଖି ଏବେ ଯାତ୍ରୀମାନେ ହସୁଛନ୍ତି। ସରକାର କହିଲେ, ବରମୁଣ୍ଡା ବସଷ୍ଟାଣ୍ଡର ନବକଳେବର ହେବ। ଚଳିତ ବର୍ଷ ଜୁନ ମାସ ସୁଦ୍ଧା କାମ ଶେଷ ହେବ। ଯାହାଫଳରେ ଯାତ୍ରୀମାନେ ସମସ୍ତ ସୁବିଧା ପାଇପାରିବେ। କିନ୍ତୁ ଏଇ ଦୃଶ୍ୟ ଦେଖନ୍ତୁ, ଜୁନ ମାସ ଶେଷ ହେବାକୁ ବସିଲାଣି ତଥାପି କାମ ସରିନି।

Advertisment

Bhubaneswar Bus Stand Baramunda Bus Stand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe