Advertisment

ଜନ୍ମାଷ୍ଟମୀରେ ସାରଥୀଙ୍କୁ ପୂଜାର୍ଚ୍ଚନା

ଜନ୍ମାଷ୍ଟମୀରେ ସାରଥୀଙ୍କୁ ପୂଜାର୍ଚ୍ଚନା। ସାରଥୀ ବସି ପ୍ରବଚନ ଦେଉଥିବା ସିଂହାସନରେ ଭକ୍ତମାନେ ସାରଥୀଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଛନ୍ତି। ଯାହାର ଭିଡିଓ ଏବେ ଭାଇରାଲ୍‌ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଇଡି କବ୍‌ଜାରେ ଥିବା ଆଶ୍ରମରେ କେମିତି ଆୟୋଜିତ ହେଲା ଏତେ ବଡ଼ କାର୍ଯ୍ୟକ୍ରମ?

author-image
Sonali Kabi
ଅଦ୍ୟତନ ହୋଇଛି
ଜନ୍ମାଷ୍ଟମୀରେ ସାରଥୀଙ୍କୁ ପୂଜାର୍ଚ୍ଚନା

Sarat