Advertisment

ଲୋକେ କହୁଛନ୍ତି ବିଜେପି, ନେତା କହୁଛନ୍ତି ବିଜେଡି!

ଧାମନଗର ଭଳି ବଡ଼ ବିଚିତ୍ର ସ୍ଥିତିରେ ପଦ୍ମପୁର ବିଜୟ ଆକଳନ। ଲୋକେ କହୁଛନ୍ତି ପଦ୍ମପୁରରେ ଫୁଟିବ ପଦ୍ମଫୁଲ। ନେତା କହୁଛନ୍ତି ପଦ୍ମପୁରରେ ହେବ ଶଙ୍ଖ ଧ୍ୱନି। କିଏ କହୁଛି ଠିକ୍ ତାହା ସ୍ପଷ୍ଟ ହେବ ୮ ତାରିଖରେ।

author-image
Debendra Prusty
ଲୋକେ କହୁଛନ୍ତି ବିଜେପି, ନେତା କହୁଛନ୍ତି ବିଜେଡି!

padmapur

ଧାମନଗର ଭଳି ବଡ଼ ବିଚିତ୍ର ସ୍ଥିତିରେ ପଦ୍ମପୁର ବିଜୟ ଆକଳନ। ଲୋକେ କହୁଛନ୍ତି ପଦ୍ମପୁରରେ ଫୁଟିବ ପଦ୍ମଫୁଲ। ନେତା କହୁଛନ୍ତି ପଦ୍ମପୁରରେ ହେବ ଶଙ୍ଖ ଧ୍ୱନି। କିଏ କହୁଛି ଠିକ୍ ତାହା ସ୍ପଷ୍ଟ ହେବ ୮ ତାରିଖରେ।

Advertisment

Padmapur Bjp BjD Poll Prediction