ଏଭଳି ଡାକ୍ତର ଦେଖି ନଥିବେ!

ଲକ୍ଷ୍ୟ ରଖିଥିଲେ ଦିନେ ଡାକ୍ତର ହେବେ ଆଉ ନିଜ ଅଞ୍ଚଳରେ ଥିବା ଗରିବ ଲୋକଙ୍କ ସେବା କରିବେ। ଲକ୍ଷ୍ୟ ପୂରଣ ହେଲା ଡାକ୍ତର ହେଲେ ସତ କିନ୍ତୁ ଗାଁ ଲୋକଙ୍କ ସେବା କରିବାରୁ ବଞ୍ଚିତ ରହିଲେ।