ଦେଶ news ମାଛ ଦେଖି ଲୋକେ ଜଳକା ଆପଣ କେବେ ଏତେ ବଡ ମାଛ ଦେଖିଛନ୍ତି କି? ଗୋଟିଏ ମାଛର ଓଜନ ପାଖାପାଖି ୭୦ କେଜିରୁ ଅଧିକା ହେବ ବୋଲି ମାଛ ଧରାଳି ମାନେ କହିଛନ୍ତି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀର ଯୋକଡିଆ ଆନିକଟରେ ମାଛ ଧରାଳି ମାନେ ୬ଟି ବଡ଼ ମାଛ ଧରିଛନ୍ତି। Debendra Prusty 02 Jul 2022 14:38 IST big fishଆପଣ କେବେ ଏତେ ବଡ ମାଛ ଦେଖିଛନ୍ତି କି? ଗୋଟିଏ ମାଛର ଓଜନ ପାଖାପାଖି ୭୦ କେଜିରୁ ଅଧିକା ହେବ ବୋଲି ମାଛ ଧରାଳି ମାନେ କହିଛନ୍ତି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀର ଯୋକଡିଆ ଆନିକଟରେ ମାଛ ଧରାଳି ମାନେ ୬ଟି ବଡ଼ ମାଛ ଧରିଛନ୍ତି।Advertisment Kharasrota River Jokadia Barrage Big Fish Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ