Advertisment

ମାଛ ଦେଖି ଲୋକେ ଜଳକା

ଆପଣ କେବେ ଏତେ ବଡ ମାଛ ଦେଖିଛନ୍ତି କି? ଗୋଟିଏ ମାଛର ଓଜନ ପାଖାପାଖି ୭୦ କେଜିରୁ ଅଧିକା ହେବ ବୋଲି ମାଛ ଧରାଳି ମାନେ କହିଛନ୍ତି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀର ଯୋକଡିଆ ଆନିକଟରେ ମାଛ ଧରାଳି ମାନେ ୬ଟି ବଡ଼ ମାଛ ଧରିଛନ୍ତି।

ମାଛ ଦେଖି ଲୋକେ ଜଳକା

big fish

Advertisment

ଆପଣ କେବେ ଏତେ ବଡ ମାଛ ଦେଖିଛନ୍ତି କି? ଗୋଟିଏ ମାଛର ଓଜନ ପାଖାପାଖି ୭୦ କେଜିରୁ ଅଧିକା ହେବ ବୋଲି ମାଛ ଧରାଳି ମାନେ କହିଛନ୍ତି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀର ଯୋକଡିଆ ଆନିକଟରେ ମାଛ ଧରାଳି ମାନେ ୬ଟି ବଡ଼ ମାଛ ଧରିଛନ୍ତି।

Advertisment

Kharasrota River Jokadia Barrage Big Fish
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe