‘ବିଜେଡି ମଦ ଦେଲେ ବି ଲୋକେ ଆମକୁ ମତ ଦେବେ’

ଧାମନଗର ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ବିଜେଡି ଲୋକଙ୍କୁ ମଦ ଦେଲେ ବି ଲୋକମାନେ ବିଜେପିକୁ ଭୋଟ ଦେଇ ବିଜୟ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ।