Advertisment

ଲିଟର ପିଛା ୭ ଟଙ୍କା ଶସ୍ତା ହେବ ପେଟ୍ରୋଲ!

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଯଥେଷ୍ଟ ହ୍ରାସ ପାଇଛି। ଏହା ବ୍ୟତୀତ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଲାଗୁ ହେଉଥିବା ଶୁଳ୍କ ସରକାର କମାଇଛନ୍ତି। କିଛିମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି।

ଲିଟର ପିଛା ୭ ଟଙ୍କା ଶସ୍ତା ହେବ ପେଟ୍ରୋଲ!

petrol

Advertisment

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଯଥେଷ୍ଟ ହ୍ରାସ ପାଇଛି। ଏହା ବ୍ୟତୀତ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଲାଗୁ ହେଉଥିବା ଶୁଳ୍କ ସରକାର କମାଇଛନ୍ତି। କିଛିମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି।

Advertisment

Diesel Price Petrol Price Cheaper Petrol
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe