/odisha-reporter/media/post_attachments/uploads/2022/07/pinaki.jpg)
pinaki
ତଡ଼ିପାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ସାଜିଛନ୍ତି ସାଂସଦ ପିନାକୀ ମିଶ୍ର। ଚିଲିକାର ନିଲମ୍ୱିତ ବିଜେଡି ବିଧାୟକଙ୍କ ଜାମୀନ ରଦ୍ଦ ନେଇ ସୁପ୍ରିମ କୋର୍ଟରେ ଦାୟର କରାଯାଇଥିବା ଏକ ମାମଲାରେ ଜଗଦ୍ଦେବଙ୍କୁ ସାଥ ଦେଇଛନ୍ତି ପୁରୀ ସାଂସଦ ତଥା ବରିଷ୍ଠ ଓକିଲ ପିନାକୀ ମିଶ୍ର।
Advertisment
/odisha-reporter/media/post_attachments/uploads/2022/07/pinaki.jpg)
pinaki