ଭାଇ ଭଉଣୀ ଅଲଗା କାହାଣୀ

କଥାରେ ଅଛି ଭାଇ ଭଉଣୀ କହ କାହାଣୀ । କିନ୍ତୁ ପିପିଲିରେ ଓଲଟା ସିନ୍ । ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ବପ୍ନକୁ ନେଇ ତାଙ୍କ ପୁଅ ଓ ଝିଅଙ୍କ ମଧ୍ୟରେ କଳି ଆରମ୍ଭ ହୋଇଗଲାଣି । ଦେଖନ୍ତୁ ଏହି ରିପୋର୍ଟ….