ଏମିତି ବି ହୁଏ ଦୁର୍ନୀତି!

plantation

plantation

Debendra Prusty
  • Published: Friday, 13 January 2023
  • Updated: 13 January 2023, 11:51 AM IST

Sports

Latest News

ଶୁଖିଲା ଟାଙ୍ଗରା ଭୁଇଁରେ ମଲା ଘାସ ଜଳ ଜଳ ଦେଖାଯାଉଛି। ମାତ୍ର ୧୦୦ କି ୨୦୦ ଗଛ ଲଗାଯାଇଛି କି ନାହିଁ। ଗୋଟିଏ ପିଣ୍ଡି ଏବଂ କେତୋଟି ଚେୟାର ପକାଇ ଦେଇ ହୋଇଛି ଆଖି ବୁଜା ଦୁର୍ନୀତି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କାଟଣାବଣିଆ ପଂଚାୟତରେ।

https://youtu.be/uscx6puXaTM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories