‘ପ୍ଲିଜ୍‌ ଡାକ ମୋଦିଙ୍କୁ’

ଗତକାଲି ପୁଣି ରାଜଧାନୀରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ଲୋକସଭା ଭବନ ଠାରେ ଜଣେ ମହିଳା ରାସ୍ତା ମଝିରେ ପୋଲିସ ଅଧିକରୀଙ୍କୁ ଗାଳିଗୁଲଜ କରିବା ସହ ରାସ୍ତାରେ ହାଇଡ୍ରାମା କରିଥିବା ଦେଖିବାକୁ ମିଳିଛି।