Advertisment

ଇଏ ଚୋର ନା ପୋଲିସ?

ଚୋର-ପୋଲିସ… ଇଏ ଏକ ଖେଳର ନାଁ। ପିଲାଦିନେ ସମସ୍ତେ ଏ ଖେଳ ଖେଲିଥିବେ। କିନ୍ତୁ ବଲାଙ୍ଗିର ପୋଲିସ ପାଇଁ ସତ ହୋଇଛି ଖେଳ। ସବୁଦିନ ଚୋର ଖୋଜୁଥିବା ପୋଲିସ ଏବେ ନିଜ ଭିତରେ ଖୋଜି ପାଇଛି ଚୋର।

ଇଏ ଚୋର ନା ପୋଲିସ?

police

Advertisment

ଚୋର-ପୋଲିସ... ଇଏ ଏକ ଖେଳର ନାଁ। ପିଲାଦିନେ ସମସ୍ତେ ଏ ଖେଳ ଖେଲିଥିବେ। କିନ୍ତୁ ବଲାଙ୍ଗିର ପୋଲିସ ପାଇଁ ସତ ହୋଇଛି ଖେଳ। ସବୁଦିନ ଚୋର ଖୋଜୁଥିବା ପୋଲିସ ଏବେ ନିଜ ଭିତରେ ଖୋଜି ପାଇଛି ଚୋର।

Advertisment

Thief Police Police Thief Balangir Police Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe