ଗପ ଶୁଣାଉଛି କମିଶନରେଟ ପୁଲିସ

ଏବେ ଭାବମୂର୍ତ୍ତି ଫେରାଇବାକୁ ଠିକା ନେଇଛନ୍ତି ଦୁଇ ଜଣ ବରିଷ୍ଠ ଅଧିକାରୀ, ଯେଉଁମାନେ କି ସିପିଙ୍କ ଗେହ୍ଲା ପୁଅ। ରାସ୍ତାଘାଟ ଓ ବଜାରରେ ଏବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଲିସକୁ ଅନେକ ଛି ଛାକରା କରୁଛନ୍ତି। କେବଳ ନାରାରେ ଚାଲି ଆସୁଥିବା କମିଶନରେଟ ପୁଲିସର ଗୁମର ଖୋଲିଛି ଏହି ଅର୍ଚ୍ଚନା ମାମଲା।