Advertisment

ଗପ ଶୁଣାଉଛି କମିଶନରେଟ ପୁଲିସ

ଏବେ ଭାବମୂର୍ତ୍ତି ଫେରାଇବାକୁ ଠିକା ନେଇଛନ୍ତି ଦୁଇ ଜଣ ବରିଷ୍ଠ ଅଧିକାରୀ, ଯେଉଁମାନେ କି ସିପିଙ୍କ ଗେହ୍ଲା ପୁଅ। ରାସ୍ତାଘାଟ ଓ ବଜାରରେ ଏବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଲିସକୁ ଅନେକ ଛି ଛାକରା କରୁଛନ୍ତି। କେବଳ ନାରାରେ ଚାଲି ଆସୁଥିବା କମିଶନରେଟ ପୁଲିସର ଗୁମର ଖୋଲିଛି ଏହି ଅର୍ଚ୍ଚନା ମାମଲା।

author-image
Debendra Prusty
ଗପ ଶୁଣାଉଛି କମିଶନରେଟ ପୁଲିସ

gapa

ଏବେ ଭାବମୂର୍ତ୍ତି ଫେରାଇବାକୁ ଠିକା ନେଇଛନ୍ତି ଦୁଇ ଜଣ ବରିଷ୍ଠ ଅଧିକାରୀ, ଯେଉଁମାନେ କି ସିପିଙ୍କ ଗେହ୍ଲା ପୁଅ। ରାସ୍ତାଘାଟ ଓ ବଜାରରେ ଏବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଲିସକୁ ଅନେକ ଛି ଛାକରା କରୁଛନ୍ତି। କେବଳ ନାରାରେ ଚାଲି ଆସୁଥିବା କମିଶନରେଟ ପୁଲିସର ଗୁମର ଖୋଲିଛି ଏହି ଅର୍ଚ୍ଚନା ମାମଲା।

Advertisment

Sex Trap Honey Trap Archana Sex Scandal