ସରକାରୀ ପରୀକ୍ଷା କାହିଁକି କରିବ ବାହର ସଂସ୍ଥା ? ପୋଲିସ ବିଭାଗ କାହିଁକି ଟେକିଦେଲା ଏଜେନ୍ସି ହାତକୁ ପିଲାଙ୍କ ଭାଗ୍ୟ। ବାରମ୍ବାର ହେଉଛି ତ୍ରୁଟି ଦଣ୍ଡ ଭୋଗୁଛନ୍ତି ପରୀକ୍ଷାର୍ଥୀ। ଗଠନ ହୋଇଛି ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ । ହେଲେ ପରୀକ୍ଷା କରୁଛି ବାହର ସଂସ୍ଥା, ସେନ୍ଦେହ ଘେରରେ ଓପିଆରବି ।
https://www.youtube.com/watch?v=NO7hWDzO0Aw