/odisha-reporter/media/post_attachments/uploads/2022/11/ghibela.jpg)
ghibela
ଉପନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ନେତା ବିକାକିଣା। ରାଜୁ ଘିବେଲାଙ୍କୁ ଟାଣି ନେଲା ବିଜେଡି। ସେ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁଙ୍କୁ ଏକଦା ପ୍ରଦୀପ ପୁରୋହିତଙ୍କ ଖାସ ଲୋକ ବୋଲି କୁହାଯାଉଥିଲା। ତେବେ ଗତ ସାଧାରଣ ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି ଚାରି ହଜାରରୁ ଅଧିକ ଭୋଟ ପାଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
