Advertisment

ବର୍ଷା ଇନ ଅନୁଭବ ଆଉଟ

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ପଚାରୁନି ବିଜେଡି। ଦୂର ଦୂର କଲାଣି ଦଳ। ନିଜ ବାନ୍ଧବୀଙ୍କୁ ଧରି ପରୋକ୍ଷରେ ଯେତେ କାକୁତି ମିନତି ହେଲେ ବି କିଛି ଫାଇଦା ହେଉନି। ବର୍ଷାଙ୍କୁ ଛାଡପତ୍ର ମାମଲା ପରଠୁ ସାଂସଦଙ୍କୁ କେଉଁଥିରେ ବି ଖୋଜା ପଡୁନି।

author-image
Pujarani Nayak
ବର୍ଷା ଇନ ଅନୁଭବ ଆଉଟ

21

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ପଚାରୁନି ବିଜେଡି। ଦୂର ଦୂର କଲାଣି ଦଳ। ନିଜ ବାନ୍ଧବୀଙ୍କୁ ଧରି ପରୋକ୍ଷରେ ଯେତେ କାକୁତି ମିନତି ହେଲେ ବି କିଛି ଫାଇଦା ହେଉନି। ବର୍ଷାଙ୍କୁ ଛାଡପତ୍ର ମାମଲା ପରଠୁ ସାଂସଦଙ୍କୁ କେଉଁଥିରେ ବି ଖୋଜା ପଡୁନି।

Advertisment

Odisha Reporter