Advertisment

ଲେଡି ବ୍ଲାକମେଲରଙ୍କ ପଲିଟିକାଲ ଲିଙ୍କ!

ଇଏ ହେଉଛନ୍ତି ଲେଡି ବ୍ଲାକମେଲର ତଥା ଠକ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ତାଙ୍କ ବେଶଭୂଷା ଆଉ ଲାଇଫଷ୍ଟାଇଲ। ଆଲିସାନ ଘର ସାଙ୍ଗକୁ ଲକଜ୍ୟୁରିୟସ ଗାଡ଼ିଚଢ଼ାରେ ଇଏ ବି ସମଭାଗୀ। ମିଳିମିଶି ଛିଡ଼ା କରିଛନ୍ତି ଏହି ସାମ୍ରାଜ୍ୟ। ବଡ଼ କଥା ହେଉଛି ଜଗଦୀଶଙ୍କର ଆସିଛି ପଲିଟିକାଲ ଲିଙ୍କ। ସେ ବିଜେଡି ପାଇଁ କାମ କରନ୍ତି ବୋଲି ତାଙ୍କ ଫେସ୍‌ବୁକ୍‌ରେ ଲେଖିଛନ୍ତି।

author-image
Debendra Prusty
ଲେଡି ବ୍ଲାକମେଲରଙ୍କ ପଲିଟିକାଲ ଲିଙ୍କ!

archana bjd

ଇଏ ହେଉଛନ୍ତି ଲେଡି ବ୍ଲାକମେଲର ତଥା ଠକ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ତାଙ୍କ ବେଶଭୂଷା ଆଉ ଲାଇଫଷ୍ଟାଇଲ। ଆଲିସାନ ଘର ସାଙ୍ଗକୁ ଲକଜ୍ୟୁରିୟସ ଗାଡ଼ିଚଢ଼ାରେ ଇଏ ବି ସମଭାଗୀ। ମିଳିମିଶି ଛିଡ଼ା କରିଛନ୍ତି ଏହି ସାମ୍ରାଜ୍ୟ। ବଡ଼ କଥା ହେଉଛି ଜଗଦୀଶଙ୍କର ଆସିଛି ପଲିଟିକାଲ ଲିଙ୍କ। ସେ ବିଜେଡି ପାଇଁ କାମ କରନ୍ତି ବୋଲି ତାଙ୍କ ଫେସ୍‌ବୁକ୍‌ରେ ଲେଖିଛନ୍ତି।

Advertisment

Archana Nag Sexual Blackmail Crorepati Blackmailer Jagabandhu Chand