‘ଅନୁଭବ ନୁହଁ ଉପଭୋଗର ରାଜନୀତି’

ଅନୁଭବ ନୁହଁ ଉପଭୋଗର ଚାଲିଛି ରାଜନୀତି। କାମାତୁର ହୋଇଯାଉଛି ସମାଜ। ଦିନେ ମୋ ନାଁରେ ବି ଅଭିଯୋଗ ଆସିଥିଲା। କିନ୍ତୁ ମୁଁ କ୍ଲିନଚିଟ୍ ପାଇଥିଲି। ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଶୁଣନ୍ତୁ ଆଉ କଣ କହିଛନ୍ତି ବରିଷ୍ଠ ରାଜନେତା ଡ. ଦାମୋଦର ରାଉତ।