ନିଆଁଲଗା ରାଜନୀତି

ଓଡ଼ିଶାରେ ଆଉ ନିୟନ୍ତ୍ରଣରେ ନାହିଁ ଜଙ୍ଗଲ ନିଆଁ। ଗୋଟିଏ ପରେ ଗୋଟିଏ ଜଙ୍ଗଲ ହାତରୁ ଖସୁଛି। ଶିମିଳିପାଳ ସ୍ଥିତି ଅଣାୟତ ହୋଇଥିବାବେଳେ ସୁନାବେଡା ଅଭୟାରଣ୍ୟ ଏବେ ନିଆଁ କବଳରେ।