Advertisment

ଖୋଜୁଥିଲେ ଟଙ୍କା, ବାହାରିଲା ପତ୍ର!

ଗାଡ଼ି ଯାଂଚ୍ ହେଲା, ଆଉ କିଛି ସନ୍ଦେହରେ! ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିରୁ ମିଳିଲା ପତ୍ର, ବିସ୍କୁଟ, ଫଳ। ଅଧିକାରୀ କହିଲେ, ଆମେ ଜାଣିଥିଲୁ କିଛି ବାହାରିବ ନାହିଁ। ଷଡ଼ଙ୍ଗୀ କୌତୁହଳରେ କହିଲେ, କିଛି ଗାଡ଼ିରୁ ଅନେକ କିଛି ବାହାରେ!

author-image
Debendra Prusty
ଖୋଜୁଥିଲେ ଟଙ୍କା, ବାହାରିଲା ପତ୍ର!

pratap

ଗାଡ଼ି ଯାଂଚ୍ ହେଲା, ଆଉ କିଛି ସନ୍ଦେହରେ! ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିରୁ ମିଳିଲା ପତ୍ର, ବିସ୍କୁଟ, ଫଳ। ଅଧିକାରୀ କହିଲେ, ଆମେ ଜାଣିଥିଲୁ କିଛି ବାହାରିବ ନାହିଁ। ଷଡ଼ଙ୍ଗୀ କୌତୁହଳରେ କହିଲେ, କିଛି ଗାଡ଼ିରୁ ଅନେକ କିଛି ବାହାରେ!

Advertisment

Dhamnagar Bye Poll Pratap Sarangi Poll Squad