Advertisment

ମା' ଧାନକୁଟି ପୁଅ ନାଗର!

ରାଜ୍ୟ ସରକାର କୋଟି କୋଟି ଖର୍ଚ୍ଚ କରି ହକି ବିଶ୍ୱ କପ୍‌ ଆୟୋଜନ କଲେ। ବିଶ୍ୱ ଆଗରେ ଓଡ଼ିଶାର ଚିତ୍ର ବଦଳି ଗଲା। କିନ୍ତୁ ଅନ୍ୟ ପଟେ ରାଜ୍ୟରେ କେଉଁଠି ରାସ୍ତା ନାହିଁ ତ କେଉଁଠି ଲୋକଙ୍କ ପାଖରେ ଖାଇବାକୁ ନାହିଁ। ଆଉ କେଉଁଠି ଭଲ ସ୍ୱାସ୍ଥ୍ୟ ସେବା ନାହିଁ। ଏଭଳି ଅନେକ ଅସୁବିଧା ଭିତରେ ଓଡ଼ିଶାର ଲୋକ ହଇରାଣ ହେଉଛନ୍ତି। ଏହାକୁ ନେଇ ଏଥରର କିଞ୍ଚିତ କଥାରେ ଦେଖନ୍ତୁ ”ମା’ ଧାନକୁଟି ପୁଅ ନାଗର”!

author-image
Debendra Prusty
ମା' ଧାନକୁଟି ପୁଅ ନାଗର!

kinchit katha

ରାଜ୍ୟ ସରକାର କୋଟି କୋଟି ଖର୍ଚ୍ଚ କରି ହକି ବିଶ୍ୱ କପ୍‌ ଆୟୋଜନ କଲେ। ବିଶ୍ୱ ଆଗରେ ଓଡ଼ିଶାର ଚିତ୍ର ବଦଳି ଗଲା। କିନ୍ତୁ ଅନ୍ୟ ପଟେ ରାଜ୍ୟରେ କେଉଁଠି ରାସ୍ତା ନାହିଁ ତ କେଉଁଠି ଲୋକଙ୍କ ପାଖରେ ଖାଇବାକୁ ନାହିଁ। ଆଉ କେଉଁଠି ଭଲ ସ୍ୱାସ୍ଥ୍ୟ ସେବା ନାହିଁ। ଏଭଳି ଅନେକ ଅସୁବିଧା ଭିତରେ ଓଡ଼ିଶାର ଲୋକ ହଇରାଣ ହେଉଛନ୍ତି। ଏହାକୁ ନେଇ ଏଥରର କିଞ୍ଚିତ କଥାରେ ଦେଖନ୍ତୁ ''ମା' ଧାନକୁଟି ପୁଅ ନାଗର''!

Advertisment

Naveen Patnaik Rich Hockey Cup Hockey World Cup Poor Odisha