ମାଗଣା ବାଣ୍ଟିବାକୁ ମନ

‘ତଳିତଳାନ୍ତ କରିଦେବ ମାଗଣା ବଣ୍ଟନ ଯୋଜନା । ଉପୁଜି ପାରେ ଶ୍ରୀଲଙ୍କାର ଆର୍ଥିକ ସଂକଟ ଭଳି ସ୍ଥିତି । ରାଜ୍ୟଗୁଡ଼ିକର ସ୍ଥିତି ଭଲ ନଥାଇ କରାଯାଉଛି ଘୋଷଣା । ପ୍ରଧାନମନ୍ତ୍ରୀଙ୍କୁ ଚେତେଇ ଦେଲେ ବିଭିନ୍ନ ବିଭାଗର ସଚିବ।