/odisha-reporter/media/post_attachments/uploads/2022/06/pradip.jpg)
pradip
ବିଜେଡ଼ିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ ନେଇ ଚର୍ଚ୍ଚା ହେବା ଯେତିକି ଆଶ୍ଚର୍ଯ୍ୟ କରୁନଥିଲା, ଏବେ ବିଧାୟକଙ୍କ କଥା ଶୁଣିଲେ, ତାଠୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି। ଏକ କାର୍ଯ୍ୟକ୍ରମ ଅବସରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସିଧାସଳଖ ନ କହିଲେ ବି ବୁଲେଇ ବଙ୍କେଇ ଅତି ଚତୁର ଭାବେ କହିଛନ୍ତି ନବୀନବାବୁ ତାଙ୍କୁ ଭଲ ପାଉଛନ୍ତି, ସେ ଏବେ ବି ବିଜେଡି ବିଧାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
