Advertisment

ଏବେ ବି ବିଜେଡ଼ିରେ ଅଛନ୍ତି ପ୍ରଦୀପ!

ବିଜେଡ଼ିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ ନେଇ ଚର୍ଚ୍ଚା ହେବା ଯେତିକି ଆଶ୍ଚର୍ଯ୍ୟ କରୁନଥିଲା, ଏବେ ବିଧାୟକଙ୍କ କଥା ଶୁଣିଲେ, ତାଠୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି। ଏକ କାର୍ଯ୍ୟକ୍ରମ ଅବସରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସିଧାସଳଖ ନ କହିଲେ ବି ବୁଲେଇ ବଙ୍କେଇ ଅତି ଚତୁର ଭାବେ କହିଛନ୍ତି ନବୀନବାବୁ ତାଙ୍କୁ ଭଲ ପାଉଛନ୍ତି, ସେ ଏବେ ବି ବିଜେଡି ବିଧାୟକ।

ଏବେ ବି ବିଜେଡ଼ିରେ ଅଛନ୍ତି ପ୍ରଦୀପ!

pradip

Advertisment

ବିଜେଡ଼ିରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ ନେଇ ଚର୍ଚ୍ଚା ହେବା ଯେତିକି ଆଶ୍ଚର୍ଯ୍ୟ କରୁନଥିଲା, ଏବେ ବିଧାୟକଙ୍କ କଥା ଶୁଣିଲେ, ତାଠୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି। ଏକ କାର୍ଯ୍ୟକ୍ରମ ଅବସରରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ସିଧାସଳଖ ନ କହିଲେ ବି ବୁଲେଇ ବଙ୍କେଇ ଅତି ଚତୁର ଭାବେ କହିଛନ୍ତି ନବୀନବାବୁ ତାଙ୍କୁ ଭଲ ପାଉଛନ୍ତି, ସେ ଏବେ ବି ବିଜେଡି ବିଧାୟକ।

Advertisment

Pradip Panigrahi Bjd Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe