ନବୀନଙ୍କୁ ଟକ୍କର ଦେବ ପ୍ରଦୀପ ସେନା!

ଗୋପାଳପୁର ନିର୍ବାଚନମଣ୍ଡଳୀ ରାଜନୀତିରେ ନୂଆ ଅଧ୍ୟାୟ। ବିଜେଡ଼ିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଉଦ୍ୟମରେ ଗଠିତ ହୋଇଛି ପ୍ରଦୀପ ସେନା।