ଏକା ଲଢ଼ିବେ ପ୍ରଦୀପ

ଫୁଲ୍ ଦମରେ ପ୍ରଦୀପ ପାଣିଗ୍ରାହୀ। ନିଜ ବିରୋଧୀଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ। ଲୋକଙ୍କ ପାଇଁ ଏକା ଲଢିବାକୁ ଦେଲେ ଆହ୍ୱାନ।ସକାରାତ୍ମକ ବିରୋଧ ପାଇଁ ଦେଲେ ପରାମର୍ଶ।